Skip to main content

Happy Teachers Day, 2020 ଗୁରୁ ଦିବସର ଉପଯୋଗୀତା, ପାଳନ ଓ ଅଭିନନ୍ଦନ Teachers' Day in Odia




 A teacher is a friend, philosopher, and guide who holds our hand, opens our mind, and touches our heart. The contribution of a teacher cannot be ignored at all. In many countries across the world, teacher's day is a special day where teachers of schools, colleges, and universities are honored specially. The date varies from country to country. The universally accepted World Teacher's Day is 5th October. In India, the Teacher's Day is celebrated on 5th September and this tradition started from 1962. This is the date when Dr. Sarvepalli Radhakrishnan was born. He was a philosopher, scholar, teacher, and politician and his dedicated work towards education made his birthday an important day in the history of India. We remember the great work of this exemplary person on this day.








       

                                 ଗୁରୁ ଦିବସ

ଗୁରୁ ଦିବସର ହାର୍ଦ୍ଦିକ ଅଭିନନ୍ଦନ 


ଉଚ୍ଚକୋଟୀର ଭାରତୀୟ ସଂସ୍କୃତି  ଓ ପରମ୍ପରା ଅନୁଯାୟୀ ଗୁରୁଙ୍କୁ ସ୍ଵୟଂ ବ୍ରହ୍ମାଙ୍କ ସ୍ୱରୂପ ମାନ୍ୟତା  ଦିଆଯାଇଛି |  ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷ ଭଗବାନ ସଦୃଶ |  ପ୍ରାଚୀନ କାଳରୁ ଅନେକ ମୁନି ରୁଷିଗଣ ନିଜର କଠୋର ତପସ୍ୟା ଓ ସାଧନା ଫଳରେ ବିଶ୍ଵରେ ମାର୍ଗ ଦର୍ଶନ କରାଇବାରେ ସଫଳ ହୋଇଥିଲେ |
ଭାରତବର୍ଷର  ପ୍ରଥମ ଉପରାଷ୍ଟ୍ରପତି / ଦ୍ଵିତୀୟ ରାଷ୍ଟ୍ରପତି ଶ୍ରୀ ସର୍ବପଲ୍ଲୀ ରାଧାକୃଷ୍ଣାନ ଜଣେ ମହାନ ଶିକ୍ଷକ ଭାବେ ସୁଖ୍ୟାତି ଅର୍ଜନ କରିପାରିଥିଲେ | ସେ ଏକାଧାରରେ ଜଣେ ଶିକ୍ଷକ, ମହାନ ଦାର୍ଶନିକ, ଉତ୍କୃଷ୍ଟ ବକ୍ତା ଏବଂ ବିଚାରକ ମଧ୍ୟ ଥିଲେ | ୧୮୮୮ମସିହାରେ ତିରୁତନୀ ଠାରେ ସେ  ଜନ୍ମ ଗ୍ରହଣ କରିଥିଲେ ହେଁ, ସମଗ୍ର ବିଷବକୁ ସେ ଏକ ଶିକ୍ଷାର ଗୃହ ମାନେ କରୁଥିଲେ | ସେ ଥିଲେ ଏକ ଉଚ୍ଚ କୋଟୀର ସୁନାମଧନ୍ୟ ଗୁରୁ ଯେ କି ତାଙ୍କର ସାରା ଜୀବନ ଶିକ୍ଷାର ବିକାଶ ଦିଗରେ କାମ କରିଥିଲେ | ତାଙ୍କ ମତରେ, ଶିକ୍ଷା କେବଳ ଜ୍ଞାନ ପ୍ରାପ୍ତି ପାଇଁ ନୁହେଁ  ବରଂ ଶିକ୍ଷା ମାଧ୍ୟମରେ ଜନହିତ ଭାବନା ଜାତ ହେବା ଉଚିତ | ତଦ୍ଵାରା ଉଚିତ ଏବଂ ଉତକୃଷ୍ଣ ସମାଜ ଗଠନ ସମ୍ଭବ ହୋଇପାରିବ |
ସାଧାରଣତଃ ଆମେ ଜନ୍ମ ନେବା ପରେ, ପିତା ମାତା ହିଁ ଆମକୁ ପ୍ରାରମ୍ଭିକ ଶିକ୍ଷା ଦେଇଥାନ୍ତି | ତେଣୁକରି ସେ ହେଉଛନ୍ତି ଆମର ପ୍ରଥମ ଶିକ୍ଷକ | ଆମେ ସଦାବେଳେ ସେମାନଙ୍କ ପ୍ରତି ରୁଣୀ ମନେକରିବା ଉଚିତ | ଯେତେବେଳେ ପିଲାଟି ପ୍ରଥମ କରି ବିଦ୍ୟାଳୟକୁ ଯାଏ, ସେତେବେଳେ ବାପା ମାଙ୍କ ପରେ ବିଦ୍ୟାଳୟର ଶିକ୍ଷକ ତାକୁ ଗୁରୁ ରୂପେ ମିଳନ୍ତି | ସେ ଜଣେ ଉତ୍ତମ ଗୁରୁ ହିସାବରେ ତାକୁ ସମ୍ପୂର୍ଣ ଜ୍ଞାନ ଆହରଣ ପାଇଁ ସୁଯୋଗ ଦିଅନ୍ତି | ଫଳରେ, ମନୁଷ୍ୟ ମସ୍ତିସ୍କର ସମ୍ପୂର୍ଣ ବିକାଶ ସମ୍ଭବପର ହୋଇଥାଏ | ମଣିଷ ଭଲ ମନ୍ଦ ବିଚାର କରିବାରେ ସମର୍ଥ ହୁଏ ଏବଂ ନିଜକୁ ସମାଜ ସହିତ ଖାପ ଖୁଆଇ ଚଳି ପାରେ |
ଡ: ସର୍ବପଲ୍ଲୀ ରାଧାକୃଷ୍ଣାନ ଏକ ଛାତ୍ର ବତ୍ସଳ ଶିକ୍ଷକ ଥିଲେ | ତାଙ୍କର ଜନ୍ମଦିବସକୁ ଆମେ ଗୁରୁ ଦିବସ ରୂପେ ପାଳନ କରୁ |

 
                   
 


 
           

Comments

Popular posts from this blog

Children's Day ଶିଶୁ ଦିବସ

                 Children's Day History: In India, we all know that Children's Day is celebrated on November 14, which is the birthday of Pandit Jawaharlal Nehru. But prior to 1956, India celebrated Children's Day on November 20. As it's the date observed as Universal Children's Day by the United Nations. The officially recognized date of Children's Day varies from country to country. So after the death of Pandit Jawaharlal Nehru, India started celebrating Children's Day, i.e. 'Bal Diwas' on his birth anniversary. Because, he was more popular among the children. They used to call him as "Chacha Nehru". Significance: Children's Day is celebrated to increase awareness of the rights, care and education of children. It is also important to look after the safety and security of children. They are the future of the nation. Children's Day emphasizes on the importance of giving love, care, attention and...

CHRISTMAS & NEW YEAR

                    CHRISTMAS  The year is coming to an end.  It's time for celebrating Christmas and and welcoming the new year ahead. What is Christmas?? As we all know it's a great day for Christians to celebrate the day,  25th December,as Christmas. Because on this day Jesus Christ was born in Bethlehem to mother Mary and father Joseph. Not only Christians,  but people all over the world, are celebrating this occasion with great happiness/merry making. They wear new clothes, distribute sweets and mark the occasion with cake cutting. Let's wish each other a merry Christmas and a happy new year in advance. You can download the nice greetings images for wishing your friends. Thank you.                    ...

ନୂଆ ଖାଇ ଜୁହାର / NUAKHAI

          ନୂଆ ଖାଇ ଜୁହାର                                                                                                              ଏହି ପର୍ଵଟି ମୁଖ୍ୟତ ପଶ୍ଚିମ ଓଡ଼ିଶାରେ ଖୁବ ହର୍ଷ ଓ ଉଲ୍ଲାସର ସହିତ ପ୍ରଚଳିତ ହେବା ଦେଖାଯାଏ। ସେ ଠାରେ ଥିବା ପ୍ରସିଦ୍ଧ ଠାକୁରାଣୀ, ମା ସମଲାଇ ହେଉଛନ୍ତି ଆରାଧ୍ୟ ଦେବତା ବା ଦେଵୀ। ଯେହେତୁ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଓଡ଼ିଆ ଲୋକଙ୍କ ଅତ୍ୟାବଶ୍ୟକୀୟ ଖାଦ୍ୟ ସଶ୍ୟ ଅନ୍ନ ବା ଚାଉଳ ଅଟେ,ତେଣୁ ଯେତେବେଳେ ଫସଲକୁ ଅମଳ କରିବା ସମୟ ଆସେ,  ପ୍ରଥମ ଅମଳ ମା' ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯାଇଥାଏ। ଵହୁ ପୁରାତନ କାଳରୁ ଏହାର ପ୍ରଚଳନ, ଓଡିଆ ତିଥି ଅନୁଯାୟୀ, ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ଦିନ (ଗଣେଷ ଚତୁର୍ଥୀ ପର ଦିନ) ହୋଇ ଆସୁଅଛି । ବର୍ତ୍ତମାନ ଏହା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ନ ରହି ଅନେକ ଆଡକୁ ବ୍ୟାପିଲାଣି। ଆମ ଭାରତ ବର୍ଷ...