
BIRTHDAY
What a moment of great joy and celebration, a birthday is for a family, birthday boy/girl and their friends and relatives who live in a society together? After all, man is a social animal. He/she cannot live without society. Because, they share their happiness and sorrow with the fellow members in the society. Thus arises the importance of celebrating someone's birthday, along with others. In a family, members feel happy to celebrate their kid's birthday; invite their friends and neighbors and throw a party. Some may choose to celebrate within themselves. In workplaces/offices, everyone tries to celebrate or at least wish 'HAPPY BIRTHDAY' to the employer/boss or to the employees/staff members. It depends on person to person, organization to organization or institution to institution, as to the way they feel like celebrating a birthday.
Some celebrate with cake cutting ceremonies, whereas others simply prefer to wish verbally or through written messeges.
Everyone needs some good quotes/images to wish a HAPPY BIRTHDAY. The following images are designed for free downloading:
ଜନ୍ମ ଦିନ
ଯେତେବେଳେ ଛୁଆଟିଏ ଜନ୍ମ ହୁଏ, ପରିବାରବର୍ଗଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଏ | ଏ ଦିନଟିକୁ ସେମାନେ ଭୁଲିପାରନ୍ତିନି | ପ୍ରତ୍ୟେକ ବର୍ଷ, ଏହି ଦିନରେ, ସେମାନେ ତାର ଜନ୍ମଦିନଟିକୁ ମନେ ପକାଇ ଖୁସି ହୁଅନ୍ତି ଓ ନିଜ ପସନ୍ଦ ଅନୁସାରେ ଜନ୍ମଦିନଟିକୁ ପାଳନ କରନ୍ତି | ଖାଲି ଘର ଭିତରେ ଏହା ସୀମିତ ରୁହେନାହି | ଅନେକ କ୍ଷେତ୍ରରେ, ଲୋକେ ଦୂରରେ ଥାଇ ମଧ୍ୟ, ଶାରୀରିକ ଉପସ୍ଥିତି, ବଦଳରେ ନିଜର ଶୁଭେଚ୍ଛା ଓ ଜନ୍ମଦିନର ଅଭିନନ୍ଦନ ଲିଖିତ ଆକାରରେ ପଠାନ୍ତି | ଆଜିକାଲି, ମୋବାଇଲରେ ବି ସୁନ୍ଦର ପୋଷ୍ଟମାନ ପଠାଯାଉଛି |
ଏଣୁକରି ଏଥିରେ ଅନେକ ସୁନ୍ଦର ସୁନ୍ଦର ପୋଷ୍ଟଗୁଡିକୁ ରଖାଯାଇଅଛି ଯାହାକି, ସମସ୍ତେ ଚାହିଁଲେ ଫ୍ରୀ ଡାଉନଲୋଡ କରିପାରିବେ | ଭଲ ଲାଗିଲେ, ନିଜର ଇମେଲ ଦ୍ଵାରା subscribe କରିବେ | ତାହେଲେ, ଏଥିରେ ନୂଆ ନୂଆ ପୋଷ୍ଟ upload ହେବାମାନେ ଆପଣମାନଙ୍କୁ notification ପହଞ୍ଚିବ |
ନିଜର ମତାମତ comment sectionରେ ଲେଖି ଜଣାଇବେ | ଏହିଠାରେ, ସବୁ ବିଷୟରେ, ଉଭୟ ଇଂରାଜୀ ଓ ଓଡିଆ ଭାଷାକୁ ବ୍ୟବହାର କରାଯିବ | ନିଜ ନିଜ ପସନ୍ଦ ଅନୁସାରେ ଆପଣମାନେ ଡାଉନଲୋଡ କରିପାରିବେ |














👌
ReplyDelete