Skip to main content

2nd October, Gandhi Jayanti

Mahatma Gandhi Jayanti 


As we all know, his full name was Mohandas Karamchand Gandhi, who was born on 2nd October, 1869, at Porbandar, Gujarat. He was an Indian lawyer. After having completed, Bachelor of Laws, he was practicing  law in South Africa. But he decided to come back to India, his motherland, that was in need of strong will power, support and leadership of many such figures like him to fight against the British rule. His role as an anti-colonial nationalist, and political leader, who employed non-violent resistance, to lead the successful campaign for India's independence from British Rule. and inspire movements for civil rights and freedom across the world.

                                     ମହାତ୍ମା ଗାନ୍ଧୀ ଜୟନ୍ତୀ 

  ଜାତିର ପିତା , ମହାତ୍ମା ଗାନ୍ଧୀଙ୍କ ବିଷୟରେ ଯେତେ କହିଲେ ବି  କଥା ସରିବନାହି | ତାଙ୍କର ପ୍ରକୃତ ନାମ ଥିଲା, ମୋହନଦାସ କରମଚାନ୍ଦ ଗାନ୍ଧୀ; ଗୁଜରାତର ପୋରବନ୍ଦର ଠାରେ, 1869 ମସିହା, ଅକ୍ଟୋବର ମାସ ୨ ତାରିଖରେ, ସେ ଜନ୍ମଗ୍ରହଣ କରିଥିଲେ ଓ ୧୯୪୮ ମସିହା ଜାନୁୟାରୀ ମାସ ୩୦ ତାରିଖରେ, ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ | ଭାରତ ସ୍ଵାଧୀନ ନିମନ୍ତେ, ଜଣେ ପ୍ରମୁଖ ଓ ବିଶିଷ୍ଟ ନେତା ରୂପେ, ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନରେ ଦୃଢ ବିଶ୍ଵାସ କରି, ଦେଶକୁ ସ୍ଵାଧୀନ କରାଇବାରେ ସଫଳ ହୋଇଥିଲେ | ଏଣୁକରି  ସେ ବାପୁଜୀ ଓ ଦେଶର ଜଣକ ଭାବରେ ପରିଗଣିତ ଅଟନ୍ତି | ପ୍ରଚାରିତ ଆଦର୍ଶମାନ ନିଜେ ଅକ୍ଷରେ ଅକ୍ଷରେ ପାଳନ କରି, ଅତି ଦିନ ଭାବରେ ଜୀବନ ଯାପନ କରି, ସତ୍ୟ ପ୍ରତି ନିଷ୍ଠାର ସହିତ, ସାଂସାରିକ ସ୍ଵାର୍ଥ ତ୍ୟାଗର ଜ୍ଵଳନ୍ତ ଉଦାହରଣ ଦେଖାଇ, ସମଗ୍ର ଜଗତରେ ପୂଜ୍ୟ ହୋଇଅଛନ୍ତି | 

ତାଙ୍କର ଏହି ଜନ୍ମତିଥିରେ, ତାଙ୍କର ଆଦର୍ଶଦ୍ଵାରା ଅନୁପ୍ରାଣିତ ହୋଇ  ଆଜିର ଏ ଯୁବ ପିଢୀକୁ ସତମାର୍ଗରେ ଚାଲିବାପାଇଁ ଅନୁରୋଧ କରୁଛି | 
ଦୟାକରି, ଆପଣମାନେ ଏହାକୁ ଅଧିକରୁ ଅଧିକ share କରିବେ |
ଧନ୍ୟବାଦ  |  





















Comments

Popular posts from this blog

"Deepavali" - What, when and how? ଦୀପାବଳି ଉତ୍ସବ ପାଳନ

                                                           DEEPAVALI/DIWALI What, when and how? Do you know, what is a 'deep'? It means a 'diya' or an earthen lamp. 'Deepavali' is the plural form of 'deep' or it refers to a collection of 'deeps'/'diyas'/earthen lamps. On 'Amavasya' or no moon light, people of 'Ayodhya Nagari' celebrated the victory of Lord Ram over the demon king Ravana and welcomed Ram to their own city after 14 years' exile in the forest. People were so exited, that they lit lamps/diyas/deepavali (a collection of earthen lamps) and decorated them everywhere to remove darkness and spread light. There were no electricity at that time. So from this day onwards, 'Diwali' or 'Deepavali' is celebrated every year. India is known for its tremendous festivals and their celebrations with great fervor. Time has now ...

ନୂଆ ଖାଇ ଜୁହାର / NUAKHAI

          ନୂଆ ଖାଇ ଜୁହାର                                                                                                              ଏହି ପର୍ଵଟି ମୁଖ୍ୟତ ପଶ୍ଚିମ ଓଡ଼ିଶାରେ ଖୁବ ହର୍ଷ ଓ ଉଲ୍ଲାସର ସହିତ ପ୍ରଚଳିତ ହେବା ଦେଖାଯାଏ। ସେ ଠାରେ ଥିବା ପ୍ରସିଦ୍ଧ ଠାକୁରାଣୀ, ମା ସମଲାଇ ହେଉଛନ୍ତି ଆରାଧ୍ୟ ଦେବତା ବା ଦେଵୀ। ଯେହେତୁ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଓଡ଼ିଆ ଲୋକଙ୍କ ଅତ୍ୟାବଶ୍ୟକୀୟ ଖାଦ୍ୟ ସଶ୍ୟ ଅନ୍ନ ବା ଚାଉଳ ଅଟେ,ତେଣୁ ଯେତେବେଳେ ଫସଲକୁ ଅମଳ କରିବା ସମୟ ଆସେ,  ପ୍ରଥମ ଅମଳ ମା' ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯାଇଥାଏ। ଵହୁ ପୁରାତନ କାଳରୁ ଏହାର ପ୍ରଚଳନ, ଓଡିଆ ତିଥି ଅନୁଯାୟୀ, ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ଦିନ (ଗଣେଷ ଚତୁର୍ଥୀ ପର ଦିନ) ହୋଇ ଆସୁଅଛି । ବର୍ତ୍ତମାନ ଏହା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ନ ରହି ଅନେକ ଆଡକୁ ବ୍ୟାପିଲାଣି। ଆମ ଭାରତ ବର୍ଷ...

Kartik Purnima କାର୍ତ୍ତିକ ପୂର୍ଣ୍ଣିମା /ରାସ ପୁର୍ଣିମା/ବୋଇତ ବନ୍ଦାଣ/ଡଙ୍ଗା ଭସା

                   KARTIK PURNIMA According to Hindu calendar, it falls around one month after Sharad Purnima or (Kumar Purnima as itwell known in Odisha) and almost fifteen days after Deepavali. It is the fifteenth day of the bright fortnight of the Kartik month. Kartik Purnima is a festival celebrated in different ways/styles/beliefs by the Hindus, Sikhs and Jains. There are different names for this also, such as Tripuri Purnima, Tripurari Purnima, Deva-Diwali or Deva-Deepavali, Guruparab or Guru Nanak Jayanti, as different communities celebrate this occasion according to their own beliefs, customs and traditions. But they all consider this day,  the fifteenth lunar day of Kartik,very auspicious. In some parts of the country, the whole month of Kartik is considered to be the holiest month among all according to the Hindu calendar.  Jainism : According to Jains, Kartik Purnima is a very important religious da...