GOOD MORNING wishes
We should start our day with a positive thought, good feeling, and peace, so that our entire day goes well. If we start feeling sad, tense or stressful in the morning itself, it will continue to affect our mood throughout the day. That's why, we think of starting our day as well as that of our near and dear ones with a good positive note. A small positive thought/ quote at the beginning of the day will do great wonders. Let's wish our near and dear ones with beautiful Good Morning images/quotes everyday and help them stay motivated/inspired/energized the whole day.
- Start your day with a grateful heart. Good morning.
- Good morning! Have a wonderful day ahead.
- Set a goal that makes you want to jump out of bed in the morning. Good morning.
- Some days you just have to create your own sunshine. good morning.
- Good morning!Today is a happy day!
- Don't worry, be happy.
- Good morning!Believe in yourself. Be positive.
GOOD MORNING |
ଶୁଭ ସକାଳ
ସାଧାରଣତଃ ଆମେମାନେ ଜାଣିଥାଉ, ଯେ ଭୋର କିମ୍ବା ସକାଳ ସମୟଟି ଆମମାନଙ୍କ ପାଇଁ ସବୁଠାରୁ ଉତ୍କୃଷ୍ଟ ସମୟ ଅଟେ | ଏହାକୁ ଆମେ ବ୍ରହ୍ମ ମୁହୂର୍ତ୍ତ ବୋଲି ମନେ କରୁ | ସେଥିପାଇଁ ଆମେ ସକାଳୁ ସକାଳୁ ନିତ୍ୟକର୍ମ ସାରି ଠାକୁର ପୂଜା କରି ଦୈନନ୍ଦିନ କାର୍ଯ୍ୟରେ ଲାଗିପଡୁ | ଯଦି କୌଣସି କାରଣରୁ ସକାଳ ସମୟତି ଅଶାନ୍ତିରେ ବିତେ, ତାହେଲେ ଦିନ ସାରା ଆଦୌ ଭଲଲାଗେ ନାହି | ଏଣୁ କରି ଆସନ୍ତୁ ଆମେ ନିଜକୁ ଓ ଆମର ନିଜ ଲୋକଙ୍କୁ ଶୁଭ ସକାଳ ଜଣାଇବା |
- ଏକ ସଫଳ ଦିବସର ସକାଳ ଚାହା କପରୁ ଆରମ୍ଭ ହୋଇଥାଏ |
- ବିନା ସ୍ଵାର୍ଥରେ ଗଢାଯାଇ ଥିବା ସମ୍ପର୍କ ଭାରି ମଜବୁତ ହୋଇଥାଏ | ଯେତେ ବାଧା ବିଘ୍ନ ଆସୁ ପଛେ ସମ୍ପର୍କ ଭାଙ୍ଗେ ନାହି |
- ଯେଉଁ ବ୍ୟକ୍ତି ଅନ୍ୟର ମୁହରେ ହସ ଓ ଜୀବନରେ ଖୁସି ଦେଇପାରେ, ଠାକୁର ତାଙ୍କ ମୁହଁରେ ହସ ଓ ତାଙ୍କ ଜୀବନରେ ଖୁସି କେବେ କମ ହେବାକୁ ଦିଅନ୍ତି ନାହି |
- ଶୁଭ ସକାଳ!ଆଶା କରେ, ଆପଣଙ୍କ ଦିନଟି ମଙ୍ଗଳମୟ ହେଉ |
Comments
Post a Comment