ନୂଆ ଖାଇ ଜୁହାର ଏହି ପର୍ଵଟି ମୁଖ୍ୟତ ପଶ୍ଚିମ ଓଡ଼ିଶାରେ ଖୁବ ହର୍ଷ ଓ ଉଲ୍ଲାସର ସହିତ ପ୍ରଚଳିତ ହେବା ଦେଖାଯାଏ। ସେ ଠାରେ ଥିବା ପ୍ରସିଦ୍ଧ ଠାକୁରାଣୀ, ମା ସମଲାଇ ହେଉଛନ୍ତି ଆରାଧ୍ୟ ଦେବତା ବା ଦେଵୀ। ଯେହେତୁ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଓଡ଼ିଆ ଲୋକଙ୍କ ଅତ୍ୟାବଶ୍ୟକୀୟ ଖାଦ୍ୟ ସଶ୍ୟ ଅନ୍ନ ବା ଚାଉଳ ଅଟେ,ତେଣୁ ଯେତେବେଳେ ଫସଲକୁ ଅମଳ କରିବା ସମୟ ଆସେ, ପ୍ରଥମ ଅମଳ ମା' ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯାଇଥାଏ। ଵହୁ ପୁରାତନ କାଳରୁ ଏହାର ପ୍ରଚଳନ, ଓଡିଆ ତିଥି ଅନୁଯାୟୀ, ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ଦିନ (ଗଣେଷ ଚତୁର୍ଥୀ ପର ଦିନ) ହୋଇ ଆସୁଅଛି । ବର୍ତ୍ତମାନ ଏହା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ନ ରହି ଅନେକ ଆଡକୁ ବ୍ୟାପିଲାଣି। ଆମ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱଈଟ କରି ଶୁଭେଚ୍ଛା ଜଣାଇଛନ୍ତି। According to his tweet, "Nuakhai is one of the most ancient festivals of Odisha. May this auspicious occasion further the spirit of prosperity, especially among our hard working farmers." He also prayed for everyone's good h
Good wishes images, special occasions wishing images, good morning, good night, congratulation, wedding anniversary,Happy birthday images, all types of beautiful images to be freely downloaded by anyone who wants to use them.
Comments
Post a Comment